ଅଧିକାଂଶ ଲୋକଙ୍କ ମଧ୍ୟରେ ଆଣ୍ଠୁ ଗଣ୍ଠି ଅଣ୍ଟା ଯନ୍ତ୍ରଣା ବେଶୀ ଦେଖିବାକୁ ମିଳେ। ଶୀତ ଦିନରେ ଧିର ଜୀବନଶୈଳୀ ବା ମାନ୍ଦା ଜୀବନଶୈଳୀ କାରଣରୁ ଏହିସବୁ ରୋଗ ହୋଇଥାଏ |ସାଧାରଣତଃ ଶୀତଦିନରେ ରକ୍ତ ସଞ୍ଚାଳନ ଜମାଟ ବାନ୍ଧିଥାଏ, ଯାହା ଫଳରେ ଗଣ୍ଠିରେ ଥିବା ରକ୍ତବାହୀଗୁଡିକ ସଂକୁଚିତ ହୋଇଯାଏ । ଶୀତଦିନେ ସକାଳୁ ବ୍ୟାୟାମ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ସମସ୍ୟା ଖୁବ ଶୀଘ୍ର ଦୂର ହୋଇଥାଏ ।
ଏହା ସହ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ । ଏହା ଦ୍ୱାରା ଦରଜ ଏବଂ ଫୁଲା କମି ଥାଏ । ଏହା ସହ ଭୋଜନରେ ଭିଟାମିନ୍-‘ସି’ର ପରିଣାମ ବୃଦ୍ଧି କରନ୍ତୁ । ଗରମ ଖାଦ୍ୟପେୟ ସେବନ କରନ୍ତୁ । ଥଣ୍ଡା ଜିନିଷ ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଯନ୍ତ୍ରଣା ବଢେଇପାରେ |