ପଙ୍କରୁ ପଦ୍ମ ଫୁଟି ସଭିଙ୍କ ମନ ମହିଥିବା ଭଳି ଆଜି ସମସ୍ତଙ୍କ ମନରେ ଆନଦ ଉଲ୍ଲାସ ଖେଳିଜିଥିବା ଦେଖିବାକୁ ମିଳିଛି। ଜଣେ ସରକାରୀ କର୍ମଚାରୀ ତାଙ୍କର କଲମ ମୁନରୁ ଝରି ଯାଇଛି ବହି ଆହତ ଜହ୍ନର ଆକାଶ ରାତି ଆସେ ତୁମେ କାହା ପାଇଁ, କନିକା ତୁମେ, ଆମ ଗାଁକୁ ଥରେ ଯିଏ ଆସିଛି ପ୍ରଭୁତି ସାରସ୍ୱତ କଥା ଲେଖି ସେ ଆଜି କନିକାର ସୁନାମ ଅର୍ଜନ କରିଥିବା ବେଳେ ଏହି ବହିଟି ରାଜକନିକା ମା କନକ ଦୁର୍ଗାଙ୍କ ମନ୍ଦିରରେ ପୂଜା ହୋଇ ଉନ୍ମଚନ ହୋଇଛି।