ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ୱପ୍ନ ପ୍ରାୟତଃ ଲୋକମାନେ ଦିନ ଓ ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିଥାନ୍ତି। ଏହାର ଭିନ୍ନ ଅର୍ଥ ରହିଛି। କେଉଁ ସ୍ୱପ୍ନ ଦେଖିଲେ ବିନାଶର ଲକ୍ଷଣ ହୋଇଥାଏ। ରାତିରେ ଶୋଇବା ସମୟରେ ଅନେକ ଅସ୍ପଷ୍ଟ ସ୍ୱପ୍ନ ଦେଖାଯାଏ। ଏଗୁଡିକ ସ୍ୱପ୍ନ ଗୁଡିକ ତୁମର ବିନାଶର ଲକ୍ଷଣ ହୋଇପାରେ। ଏହାର ଭିନ୍ନ ଅର୍ଥ ରହିଛି। କେଉଁ ସ୍ୱପ୍ନ ଦେଖିଲେ ବିନାଶର ଲକ୍ଷଣ ହୋଇଥାଏ। ଯେମିତି କି, ଆପଣମାନେ ସ୍ୱପ୍ନରେ ଇନ୍ଦ୍ରଧନୁ ଦେଖୁଛନ୍ତି ତାହେଲେ କିଛି ଅଘଟଣ ଘଟିବାର ସଙ୍କେତ ଦେଖା ଦେଇ ପାରେ। ଯଦି ଆପଣମାନେ ସ୍ୱପ୍ନରେ ଇନ୍ଦ୍ରଧନୁ ଦେଖୁଛନ୍ତି ତାହେଲେ କିଛି ଅଘଟଣ ଘଟଣାର ସଙ୍କେତ ଦେଖା ଦେଇ ପାରେ। ଏପରି ପରିସ୍ଥିତିରେ ଆପଣ ମାନେ ସଙ୍କଟରେ ସମ୍ମୁଖୀନ ହୋଇପାରନ୍ତି।