୫ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତ କରିବେ ମୋହନ ମାଝି। ଆସନ୍ତା କାଲିଠୁ ୨୧ ଯାଏଁ ରାଜସ୍ଥାନରେ ରହିବେ ମୋହନ ସରକାର। ପରେ ଦିଲ୍ଲୀରେ 55ତମ ଜିଏସଟି ବୌଠକରେ ଯୋଗ ଦେବ। ୧୯, ୨୦, ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି। ୨୧ ତାରିଖରେ ସେ ରାଜସ୍ଥାନରୁ ଦିଲ୍ଲୀ ଗସ୍ତ କରିବେ। ୨୧, ୨୨, ୨୩ ଯାଏଁ ଦିଲ୍ଲୀରେ ରହିବେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସଟି ବୌଠକରେ ଯୋଗଦେବେ। ଏହାସହ ରାଜସ୍ଥାନରେ ପ୍ରାକ୍ ବଜେଟ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ। ସବୁ କାମ ସରିବା ପରେ ସେ ଦିଲ୍ଲୀରୁ ଭୁବନେଶ୍ବର ଫେରିବେ।