ଆପଣ ମାନେ ଜାଣିଛନ୍ତି କି, ଶୀତ ଦିନେ ଜଳବାୟୁ ଅଧିକ ଶୁଷ୍କ ହେବ କାରଣରୁ ଚର୍ମ ଉପରେ ଅନେକ କୁ ପ୍ରଭାବ ପକାଇଥାଏ |
ତେଣୁ ଶୀତର କଠିନ ପରିସ୍ଥିତି କୁ ଦୃଷ୍ଟିରେ ରଖି ସ୍କିନ କେୟାର ରୁଟିନ ନେବା ନିହାତି ଜରୁରୀ |
ଯଦି ଆପଣ ସୁସ୍ଥ ଏବଂ ଚମକଦାର ସ୍କିନ ଚାହୁଁଛନ୍ତି ତାହେଲେ ପ୍ରଚୁର ପାଣି ପାଣି ପିଅନ୍ତୁ ଯାହା ଦ୍ୱାର ସ୍କିନ ହାଇଡ୍ରେଟ ରହିବ |
ଶୀତ ଦିନେ ସ୍କିନରୁ ଡ୍ରାଏନେସ ଦୂର କରିବା ପାଇଁ ନଡ଼ିଆ ତେଲକୁ ତ୍ୱଚାରେ ମସାଜ କରନ୍ତୁ ଏହା ଦ୍ୱାରା ତ୍ୱଚାରୁ ଡ୍ରାଏନେସ ଦୂର ହେଵା ସହ ଗ୍ଲୋ ମଧ୍ୟ କରିଥାଏ | ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗାଲ ଗୁଣ ପାଇଁ ଏହା ଶୀତ ଦିନେ ହେଉଥିବା ବିଭିନ୍ନ ପ୍ରକାର ତ୍ୱଚାଜନିତ ସମସ୍ୟାରୁ ସୁରକ୍ଷା ଦେଇଥାଏ |
ଶୀତ ଋତୁ ପାଇଁ ସ୍କିନ ଟିପ୍ସ ;-
-ପ୍ରତିଦିନ ଅତି କମରେ ଦିନକୁ ଦୁଇଥର ମଶ୍ଚରାଇଜ଼ାର ଲଗାନ୍ତୁ
– ଘରୁ ବାହାରକୁ ବାହାରିବା ପୂର୍ବରୁ ସନ ସ୍କ୍ରିନ ଲେଗେଇକି ବାହରନ୍ତୁ
-ଅତ୍ୟଧିକ ଥଣ୍ଡାରେ ଘରୁ ବାହାରନ୍ତୁ ନାହିଁ
-ଦିନକୁ ୪-୬ ଲିଟର ପାଣି ପିଅନ୍ତୁ
-ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବାରବ ସାମିଲ କରନ୍ତୁ
-ସାବୁନ ର ବ୍ୟବହାର କମ କରନ୍ତୁ
ତେବେ ଏହି ସବୁ ଟିପ୍ସକୁ ଫଲୋ କରିବା ଦ୍ୱାର ଯାହା ଫଳରେ ସ୍କିନ ସୁସ୍ଥ ରହିଥାଏ |