ଶୀତ ଋତୁରେ ସମସ୍ତଙ୍କୁ ଥଣ୍ଡା ଲାଗିବା ସ୍ୱାଭାବିକ | କିନ୍ତୁ କିଛି ଲୋକଙ୍କୁ କାମ ଥଣ୍ଡା ଲାଗେ ତା କିଛି ଲୋକଙ୍କୁ ଅଧିକ ଥଣ୍ଡା ଲାଗେ |ଯଦି ଆପଣ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ଥଣ୍ଡା ଅନୁଭବ କରୁଛନ୍ତି, ତେବେ ଆପଣଙ୍କ ଶରୀରରେ ପୋଷାକ ତତ୍ତ୍ୱର ଅଭାବ ଅଛି | ତେବେ କେଉଁ ଭିଟାମିନ ଅଭାବ ପାଇଁ ସବୁବେଳେ ଥଣ୍ଡା ଅନୁଭବ କରନ୍ତି ଜାଣିଛନ୍ତି କି ?
ଯଦି ଆପଣଙ୍କ ଶରୀରରେ ଭିଟାମିନ B12 ର ଅଭାବ ଥାଏ , ତେବେ ଆପଣ ଥଣ୍ଡା ରୋଗରେ ପୀଡିତ ହୋଇପାରନ୍ତି | ରେଡ ବ୍ଳଡ ସେଲ ପ୍ରଡକ୍ସନ ଏବଂ ଅମ୍ଳଜାନ ଟ୍ରାନ୍ସପୋର୍ଟରେ ଭିଟାମିନ B12 ର ଅଭାବ କାରଣରୁ ଅଧିକ ଥଣ୍ଡା ଲାଗେ
ଯଦି ଆପଣଙ୍କୁ ଏହିପରି ଲକ୍ଷଣ ଦେଖା ଯାଉଛି ,ତେବେ ଆପଣ ତୁରନ୍ତ ସର୍ତକ ହେବ ଉଚିତ | ସମୟ ସମୟରେ ନିଜର ଯାଞ୍ଚ କରନ୍ତୁ ଏବଂ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |