ଗାଁରେ ଶହେ ଘର ଥିବା ବେଳେ ଗୋଟିଏ ଟ୍ୱିୱେଲ ଉପରେ ନିର୍ଭର କରନ୍ତି ଗାଁ ସାରା ଲୋକେ।ଦୀର୍ଘ ଦିନ ହେବ ସେଥିରୁ ହଳଦିଆ ପାଣି ସହିତ ଗୁଣ୍ଡି ବାହାରୁଛି ଗାଁ ରେ ଲୋକେ ନଦୀ ନାଳ ପାଣି ଉପରେ ନିର୍ଭର କରି ପାଣି ପିଉଛନ୍ତି ଚୁଙ୍ଗୁଡ଼ି ଘେରିରୁ ବାହାରୁ ଥିବା ଦୂଷିତ ପାଣି ନଦୀ ନାଳ ପାଣି ରେ ମିଶିବାରୁ ସେ ପାଣି ପିଇବାରୁ ବିଭିନ୍ନ ପ୍ରକାର ରୋଗରେ ସମୁଖୀନ ହେଉଛନ୍ତି ଗାଁ ର ଲୋକେ ତିନିବର୍ଷ ହେବ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ଗାଁ ର ଏକାଧିକ ମହିଳା ଚଉଦ କିଲୋମିଟର ରାସ୍ତାକୁ ଖାତିର ନ କରି ଗୁହାରି କରିବାକୁ ବିଡ଼ିଓଙ୍କ ପାଖକୁ ଧାଇଁ ଆସିଛନୀ ବିଡ଼ିଓଙ୍କୁ ନ ପାଇବାରୁ ସମସ୍ୟା ଜଣାଇବା ପାଇଁ ସନ୍ଦ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ରହିବେ ବୋଲି କହୁଛନ୍ତି ମହିଳା ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କାଟଣା ବଣିଆ ପଂଚାୟତର କାଟଣା ବଣିଆ ଓ ସିଂଗିଡିର ଲୋକେ ଗାଁ ରାସ୍ତା ପାଖରେ ଥିବା ଏହି ଗାଁ ରେ ଦୀର୍ଘଦିନ ହେବ ପିଇବା ପାଣି ପାଇଁ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି ବାରମ୍ବାର ଶରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ଗୁହାରି କରି ନୟାନ୍ତ ହେଲେଣି ଗାଁ ର ଲୋକେ ନିର୍ବାଚନ ପୂର୍ବରୁ ଶରପଞ୍ଚ କହିଥିଲେ ନିର୍ବାଚନ ସରିଲେ ସମସ୍ୟା ସମାଧାନ କରାଯିବ ହେଲେ ନିର୍ବାଚନ ପାଞ୍ଚ ମାସ ହେବ ବିତିଯାଇଥିଲର ମଧ୍ୟ୍ୟ ପାଣି ଟୋପେ ପାଇଁ କଲବଲ ହେଉଛନୀ ଗାଁ ର ଲୋକେ ହେଲେ ଆଜି ବାଧ୍ୟ ହୋଇ ପାଣି ଟୋପେ ପାଇଁ ବିଡ଼ିଓଙ୍କୁ ଗୁହାରି କରିବାକୁ ଧାଇଁ ଆସିଛନ୍ତି ଗାଁ ର ଏକାଧିକ ମହିଳା ମହିଳା