ଆଗକୁ ଆସୁଛି ବଡ ବାତ୍ୟା | ଘଣ୍ଟାକୁ ବହିବ ୧୬୦ କିଲୋମିଟର ବେଗରେ ପବନ | ବାଲେଶ୍ୱର ପଶ୍ଚିମବଙ୍ଗ ଭିତରେ ଅତିକ୍ରମ କରିବା ସ୍ଥଳଭାଗ | ଅତି ଭୀଷଣ ରୂପ ନେଇପାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ବାତ୍ୟା |
ଅତି ଭୀଷଣ ରୂପ ନୃପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ବାତ୍ୟା | ଏନେଇ ଆକଳନ କରିଛି ଗ୍ଲୋବାଲ ଫୋର କାଷ୍ଟ ସିଷ୍ଟମ | ଜିଏଫଏସ ମଡ଼େଲର ପୂର୍ବାନୁମାନ ଅନୁଯାୟୀ,ଆସନ୍ତା ୨୩ ତାରିଖ ବେଳକୁ ବାତ୍ୟା ଭୀଷଣ ରୂପ ନେଇପାରେ | ଆଉ ୨୪ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି