କଟକ ନିର୍ଗୁଣ୍ଡି ଷ୍ଟେସନ୍ ଠାରୁ କିଛି ଦୂର ରେ ରେଳ ଧାରଣା ରୁ ମିଳିଲା ହାତ ଗୋଡ଼ ବନ୍ଧା ମୃତ ଦେହ। ମୃତ ବ୍ୟକ୍ତି ଙ୍କ ନାମ କେ ତିରୁପତି ରେଡ୍ଡୀ। ସେ ନୀର୍ଗୁଣ୍ଡି ଷ୍ଟେସନ ନିକଟ ରେ ଥିବା ପୋଦାର୍ ମୋଟର ରେ କାମ କରେ । ଗତକାଲି କମ୍ପାନୀ ରେ କାମ କରି ବାକୁ ଯାଇଥିଲା କିନ୍ତୁ ସକାଳୁ ରେଳ ଧରଣରୁ ହାତ ଗୋଡ ବନ୍ଧା ମୃତ ଦେହ ଉଦ୍ଧାର ହୋଇଥିଲା।ପରିବାର ଲୋକେ କହିବା ଅନୁଯାଇ ମୃତ ତିରୁପତି କୁ କିଏ ହାତ ଗୋଡ ପଛପଟ ବାନ୍ଧି ମାରି ରେଲାଧରାନା ରେ ପକାଇଛନ୍ତି। ଯାହାକି ସନ୍ଧେହ ସୃଷ୍ଟି ହୋଇଛି। ରେଳ ଧାରଣା ଶବ ପଡିଥିବା ସ୍ଥଳେ ଟାଙ୍ଗି ପୋଲିସ ଓ ରେଳବାଇ ପୁଲିସ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।