ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ଵାଂଲାଦେଶ | ଵାଂଲାଦେଶର ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ ପୂର୍ବ ଦୁର୍ଗାପୂଜା ପୂର୍ବରୁ ଇଲିଶି ମାଛ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛନ୍ତି | ଏନେଇ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି | ସୂଚନାନୁସାରେ ତିନି ହଜାର ଟନ ଇଲିଶି ମାଛ ରପ୍ତାନୀ ପାଇଁ ଵାଂଲାଦେଶ ମଞ୍ଜୁରୀ ଦେଇଛି | ମହମ୍ମଦ ୟୁନୁସ ସରକାର ଚଳିତ ବର୍ଷ ଘରୋଇ ବଜାରରେ କାରବାର ବଢେଇବା ପାଇଁ ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ଵାଂଲାଦେଶ | ଵାଂଲାଦେଶର ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ ପୂର୍ବ ଦୁର୍ଗାପୂଜା ପୂର୍ବରୁ ଇଲିଶି ମାଛ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛନ୍ତି | ଏନେଇ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି | ସୂଚନାନୁସାରେ ତିନି ହଜାର ଟନ ଇଲିଶି ମାଛ ରପ୍ତାନୀ ପାଇଁ ଵାଂଲାଦେଶ ମଞ୍ଜୁରୀ ଦେଇଛି | ମହମ୍ମଦ ୟୁନୁସ ସରକାର ଚଳିତ ବର୍ଷ ଘରୋଇ ବଜାରରେ କାରବାର ବଢେଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନେଇଥିଲେ | ଦୁର୍ଗାପୂଜା ବ୍ୟତୀତ ଅନ୍ୟ ପର୍ବରେ ଭାରତର ପୂର୍ବ ରାଜ୍ୟ ରେ ଏହି ମାଛର ବହୁତ ଚାହିଦା ରହିଛି | ଵାଂଲାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ , ଆଗାମୀ ଦୁର୍ଗାପୂଜା ଅବସରରେ ତିନି ହଜାର ମେଟ୍ରିକ ଟନ ଇଲିଶି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି | ୨୦୧୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୫୦ ଟନ ଇଲିଶି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା