SunstarTV
ଆସନ୍ତାକାଲିଠୁ ସ୍କୁଲ ସ୍ୱାଭାବିକ ହେବ। ରାଜ୍ୟ ରେ ପାଣିପାଗ ବଦଳିଛି। ତେଣୁ ସ୍କୁଲ ସ୍ୱାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଏହା ସହିତ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ।
ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏହାଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି। ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ଆଣିଵା ଆବଶ୍ୟକ ରହିଛି।ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତ ରେ ଭଲ ଜ୍ଞାନ ଆସିବ । ସମୟ ସମୟ ରେ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ରହିଛି।ଏହାଦ୍ୱାରା ପିଲାଙ୍କ ଗଣିତ ଶିକ୍ଷା ବୃଦ୍ଧି ହେବ।