Sunstar TV
ଭୁବନେଶ୍ୱର : ବିରୋଧୀ ପିନ୍ଧିଲେ ବିଜୟ ଟୀକା। ଓଡ଼ିଶାରେ ସରକାର କରିବ ବିଜେପି। ଓଡ଼ିଶାରେ ୭୮ ଆସନ ହାତେଇ ବିଜୟ ହାସଲ କଲା ପଦ୍ମ । ପୋଖରୀ ନାହିଁ କୁହାଯାଉଥିଲା ପୂର୍ବରୁ ହେଲେ ଏବେ ସରକାର କରିବ ବୋଲି ହେଲା ସ୍ପଷ୍ଟ । ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍କୁ ଗୋଟିଏ ଆସନ ମିଳିଛି ।
ଜାଣନ୍ତୁ କିଏ କେଉଁ ଆସନ ଜିତିଲେ….
୧) ଚମ୍ପୁଆ – ସନାତନ ମହାକୁଡ଼(ବିଜେଡି)
୨) ତେଲକୋଇ- ଡଃ ଫକୀର ମୋହନ ନାୟକ(ବିଜେପି)
୩) ଘଷିପୁର – ବଦ୍ରିନାରାୟଣ ପାତ୍ର (ବିଜେଡି)
୪) ଆନନ୍ଦପୁର- ଅଭିମନ୍ୟୁ ସେଠୀ(ବିଜେଡି)
୫) ପାଟଣା- ଅଖିଳ ଚନ୍ଦ୍ର ନାୟକ(ବିଜେପି)
୬) କେନ୍ଦୁଝର- ମୋହନ ଚରଣ ମାଝୀ (ବିଜେପି)
୭) କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ(ବିଜେପି)
୮) କୁଚିଣ୍ଡା- ରବିନାରାୟଣ ନାଏକ(ବିଜେପି )
୯) ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ(ବିଜେଡି)
୧୦) ଦେବଗଡ଼- ରୋମଞ୍ଚା ରଞ୍ଜନ ବିଶ୍ୱାଳ(ବିଜେଡି)
୧୧) ଆଠମଲ୍ଲିକ- ନଳୀନ କାନ୍ତ ପ୍ରଧାନ(ବିଜେଡି)
୧୨) ରେଙ୍ଗାଲୀ- ସୁଦର୍ଶନ ହରିପାଲ (ବିଜେଡି)
୧୩) ସମ୍ବଲପୁର- ଜୟନାରାୟଣ ମିଶ୍ର (ବିଜେପି)
୧୪) ଛେଣ୍ଡିପଦା- ଅଗସ୍ତି ବେହେରା(ବିଜେପି)
୧୫) ରଘୁନାଥପାଲୀ- ଦୁର୍ଗଚରଣ ତନ୍ତୀ(ବିଜେପି)
୧୬) ବଣାଇ- ଲକ୍ଷ୍ମଣ ମୁଣ୍ଡା ( ସିପିଆଇଏମ୍)
୧୭) ତଲସରା- ଭବାନୀ ଶଙ୍କର ଭୋଇ ( ବିଜେପି)
୧୮) ସୁନ୍ଦରଗଡ- ଯୋଗେଶ କୁମାର ସିଂ(ବିଜେଡି)
୧୯) ବୀରମିତ୍ରମୁର- ରୋହିତ ଯୋଶେଫ ତିର୍କୀ (ବିଜେଡି)
୨୦) ରାଜଗାଙ୍ଗପୁର- ସି.ଏସ୍ ରାଜନ ଏକ୍କା (କଂଗ୍ରେସ)
୨୧) ରାଉରକେଲା- ସାରଦାପାସାଦ ନାୟକ (ବିଜେଡି)
୨୨) ଯଶିପୁର- ଗଣେଶରାମ ସିଂଖୁଣ୍ଟିଆ(ବିଜେପି)
୨୩) ସାରସକଣା- ଭାଦେବ ହାଁସଦା(ବିଜେପି)
୨୪) ରାଇରଙ୍ଗପୁର – ଜଲେନ୍ ନାୟକ(ବିଜେପି)
୨୫) ବାଙ୍ଗିରିପୋଷି – ସଞ୍ଜଳି ମୁର୍ମ(ବିଜେପି)
୨୬) ଉଦଳା – ଭାସ୍କର ମଢ଼େଇ(ବିଜେପି)
୨୭) ବାରିପଦା – ପ୍ରକାଶ ସୋରେନ୍(ବିଜେପି)
୨୮) ମୋରଡ଼ା – ଡଃ କୃଷ୍ଣଚନ୍ଦ୍ର ମହାପାତ୍ର(ବିଜେପି)
୨୯)ବଡ଼ସାହି – ସନାତନ ବିଜୁଳି(ବିଜେପି)
୩୦) ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର (ବିଜେଡି)
୩୧)ଭୋଗରାଇ-ଗୌତାମବୁଦ୍ଧ ଦାସ(ବିଜେଡି)
୩୨) ବସ୍ତା -ସୁବାଷିନୀ ଜେନା (ବିଜେଡି)
୩୩) ବାଲେଶ୍ୱର- ମାନସ କୁମାର ଦତ୍ତ(ବିଜେପି)
୩୪) ରେମୁଣା – ଗୋବିନ୍ଦ ଚନ୍ଦ୍ର ଦାସ(ବିଜେପି)
୩୫) ନୀଳଗିରି- ସନ୍ତୋଷ ଖଟୁଆ (ବିଜେପି)
୩୬) ବଡ଼ମ୍ବା- ବିଜୟ କୁମାର ଦଳବେହେରା
୩୭) ବାଙ୍କୀ – ଦେବୀ ରଞ୍ଜନ ତ୍ରିପାଠି(ବିଜେଡି)
୩୮) ଆଠଗଡ଼- ରଣେନ୍ଦ୍ର ପ୍ରାତାପ ସ୍ୱାଇଁ(ବିଜେଡି)
୩୯) ବାରବାଟୀ(କଟକ)- ସଫିଆ ପିରଦୋସ(କଂଗ୍ରେସ)
୪୦) ଚୌଦ୍ୱାର(କଟକ)- ସୌଭିକ୍ ବିଶ୍ୱାଳ(ବିଜେଡି)
୪୧) କଟକ-ସଦର- ପ୍ରକାଶ ଚନ୍ଦ୍ର ସେଠୀ(ବିଜେପି)
୪୨) ଖଣ୍ଡପଡ଼ା-ଦୁଷ୍ମନ୍ତ କୁମାର ସ୍ୱାଇଁ(ବିଜେପି)
୪୩) ସାଲେପୁର- ପ୍ରଶାନ୍ତ ବେହେରା(ବିଜେଡି)
୪୪) ମାହାଙ୍ଗା – ସାରଦା ପ୍ରସାଦ ପ୍ରଧାନ(ସ୍ୱାଧୀନ)
୪୫) କେନ୍ଦ୍ରାପଡ଼ା – ଗଣେଶ୍ୱର ବେହେରା(ବିଜେଡି)
୪୬) ଆଳି – ପ୍ରତାପ କେଶରୀ ଦେବ(ବିଜେଡି)
୪୭) ରାଜନଗର- ଧୁବଚରଣ ସାହୁ(ବିଜେଡି)
୪୮) ମହାକଳାପଡ଼ା – ଦୂର୍ଗାପ୍ରସନ୍ନ ନାୟକ(ବିଜେପି)
୪୯) ପାଟକୁରା – ଅରବିନ୍ଦ ମହାପାତ୍ର(ବିଜେଡି)
୫୦) ନିଆଳୀ- ଛବି ମଲ୍ଲିକ(ବିଜେପି)
୫୧) ପାରାଦୀପ- ସମ୍ପଦ ଚନ୍ଦ୍ର ସ୍ୱାଇଁ(ବିଜେପି)
୫୨) ତ୍ରିର୍ତ୍ତୋଲ- ରମାକାନ୍ତ ଭୋଇ(ବିଜେଡି)
୫୩) ବାଲିକୁଦା-ଏରସମା- ସାରଦା ପ୍ରସନ୍ନ ଜେନା(ବିଜେଡି)
୫୪) ଜଗତସିଂହପୁର – ଅମରେନ୍ଦ୍ର ଦାସ(ବିଜେପି)
୫୫) କାକଟପୁର- ତୁଷାରକାନ୍ତି ବେହେରା(ବିଜେଡି)
୫୬) ନିମାପଡ଼ା- ପ୍ରଭାତୀ ପରିଡ଼ା(ବିଜେପି)
୫୭) ସୋର- ମାଧବ ଧଡ଼ା(ବିଜେଡି)
୫୮) ସିମୁଳିଆ- ପଦ୍ମଲୋଚନ ପଣ୍ଡା(ବିଜେପି)
୫୯) ଭଣ୍ଡାରୀପୋଖରୀ- ସଞ୍ଜୀକ୍ତ କୁମାର ମଲ୍ଲିକ(ବିଜେଡି)
୬୦) ଭଦ୍ରକ- ସିତାଶୁଂ ଶେଖର ମହାପାତ୍ର(ବିଜେପି)
୬୧) ବାସୁଦେବପୁର- ଆଶୋକ କୁମାର ଦାସ(କଂଗ୍ରେସ)
୬୨) ଧାମନଗର – ସୂର୍ଯ୍ୟବଂଶୀ ସୂରଜ(ବିଜେପି)
୬୩) ଚାନ୍ଦବାଲି – ବ୍ୟୋମକେଶ ରାୟ(ବିଜେଡି)
୬୪) ବିଞ୍ଝାରପୁର- ପ୍ରମିଲା ମଲ୍ଲିକ(ବିଜେଡି)
୬୫) ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ (ବିଜେଡି)
୬୬) ବଡ଼ଚଣା- ଅମର କୁମାର ନାୟକ(ବିଜେପି)
୬୭) ଧର୍ମଶାଳା- ହିମାଂଶୁ ଶେଖର ସାହୁ(ସ୍ୱାଧୀନ)
୬୮) ଯାଜପୁର- ସୁଜାତା ସାହୁ(ବିଜେଡି)
୬୯) କୋରେଇ- ଆକାଶଦାସ ନାୟକ(ବିଜେପି)
୭୦) ସୁକିନ୍ଦା – ପ୍ରଦୀପ ବଳସାମନ୍ତ(ବିଜେପି)
୭୧) ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ(ବିଜେପି)
୭୨) ଝରିଗାଁ- ନରସିଂହ ଭତ୍ରା(ବିଜେପି)
୭୩) ନବରଙ୍ଗପୁର- ଗୌରୀଶଙ୍କର ମାଝୀ(ବିଜେପି)
୭୪) ଡାବୁଗାଁ- ମେନୋହର ରନ୍ଧାରୀ(ବିଜେଡି)
୭୫) କୋଟପାଡ଼ – ରୁପୁ ଭତ୍ରା(ବିଜେପି)
୭୬) ମାଲକାନଗିରି – ନରସିଂହ ମାଡ଼କାମୀ(ବିଜେପି)
୭୭) ଚିତ୍ରକୋଣ୍ଡା – ମଙ୍ଗୁ ଖିଲ୍ଲା(କଂଗ୍ରେସ)
୭୮) ଜି. ଉଦୟଗିରି- ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ(କଂଗ୍ରେସ)
୭୯) ଫୁଲବାଣୀ- ଉମା ଚରଣ ମଲ୍ଲିକ(ବିଜେପି) ଜୟଶ୍ରୀ କହଁର(ବିଜେଡି) ୨୮୫୮
୮୦) କଣ୍ଟାମାଳ – କହ୍ନାଇ ଚରଣ ଡାଙ୍ଗ(ବିଜେପି)
୮୧) ବୌଦ୍ଧ- ସରୋଜ କୁମାର ପ୍ରଧାନ(ବିଜେପି)
୮୨) ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା(ବିଜେଡି)
୮୩) ଭଞ୍ଜନଗର- ପ୍ରଦ୍ୟୁମ୍ନ କୁମାର ନାୟକ(ବିଜେପି)
୮୪) ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି)
୮୫) ଢ଼େଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର(ବିଜେପି)
୮୬) ହିନ୍ଦୋଳ- ସୀମାରାଣୀ ନାୟକ(ବିଜେପି)
୮୭) କାମାକ୍ଷାନଗର- ଶତ୍ରୁଘ୍ନ ଜେନା(ବିଜେପି)
୮୮) ପରଜଙ୍ଗ – ବିଭୁତି ଭୁଷଣ ପ୍ରଧାନ(ବିଜେପି)
୮୯) ତାଳଚେର- ବ୍ରଜକିଶୋର ପ୍ରଧାନ(ବିଜେଡି)
୯୦) ପାଟଣାଗଡ- କନକବର୍ଦ୍ଧନ ସିଂହଦେଓ(ବିଜେପି)
୯୧) କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ(ବିଜେପି)
୯୨) ବୀରମହାରାଜପୁର- ରଘୁନାଥ ଜଗଦଳା(ବିଜେପି)
୯୩) ସୋନପୁର- ନିରଞ୍ଜନ ପୂଜାରୀ(ବିଜେଡି)
୯୪) ଲୋଇସିଙ୍ଗା- ମୁକେଶ ମହାଲିଙ୍ଗ(ବିଜେପି)
୯୫) ବଲାଙ୍ଗିର- କଳିକେଶ ନାରାୟଣ ସିଂହଦେଓ(ବିଜେଡି)
୯୬) ଟିଟିଲାଗଡ- ନବୀନ କୁମାର ଜୈନ୍(ବିଜେପି)
୯୭) ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି)
୯୮) ଖରିଆର – ଅଧିରାଜମୋହନ ପାଣିଗ୍ରାହୀ (ବିଜେଡି)
୯୯) ଲାଞ୍ଜିଗଡ଼ – ପ୍ରଦୀପ କୁମାର ଦିଶାରୀ(ବିଜେଡି)
୧୦୧) ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର(ବିଜେଡି)
୧୦୨) ଧର୍ମଗଡ଼ – ସୁଧୀର ରଞ୍ଜନ ପାଟ୍ଟଯୋଶୀ(ବିଜେପି)
୧୦୩) ଭବାନୀପାଟଣା- ସାଗର ଚରଣ ଦାସ(କଂଗ୍ରେସ)
୧୦୪) ନର୍ଲା- ମନୋରାମା ମହାନ୍ତି(ବିଜେଡି)
୧୦୫) ପୁରୀ – ସୁନୀଲ କୁୂମାର ମହାନ୍ତି(ବିଜେଡି)
୧୦୬) ବହ୍ମଗିରି- ଉପାସନା ମହାପାତ୍ର- ବିଜେପି
୧୦୭)ସତ୍ୟବାଦୀ- ଓମ୍ପ୍ରକାଶ ମିଶ୍ର- ବିଜେପି
୧୦୮) ପିପିଲି- ଆଶ୍ରିତ ପଟ୍ଟନାୟକ- ବିଜେପି
୧୦୯) ରଣପୁର- ସୁରମା ପାଢ଼ୀ- ବିଜେପି
୧୧୦) ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ-ବିଜେପି
୧୧୧) ନୟାଗଡ଼- ଅରୁଣ ସାହୁ-ବିଜେଡି
୧୧୨) ଜୟଦେବ- ନବକିଶୋର ମଲ୍ଲିକ- ବିଜେଡି
୧୧୩) ଭୁବନେଶ୍ୱର(ମଧ୍ୟ) – ଅନନ୍ତନାରାୟଣ ଜେନା- ବିଜେଡି
୧୧୪)ଭୁବନେଶ୍ୱର (ଉତ୍ତର) -ସୁଶାନ୍ତ କୁମାର ରାଉତ-ବିଜେଡି
୧୧୫) ଏକାମ୍ର-ଭୁବନେଶ୍ୱର- ବାବୁ ସିଂ-ବିଜେପି
୧୧୬) ଜଟଣୀ- ବିଭୁ୍ତ ଭୁଷଣ ବଳବନ୍ତରାୟ-ବିଜେଡି
୧୧୭) ବେଗୁନିଆ- ପ୍ରଦୀପ କୁମାର ସାହୁ- ବିଜେଡି
୧୧୮) ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ-ବିଜେପି
୧୧୯)ପୋଲସରା- ଗୋକୁଳାନନ୍ଦ ମଲ୍ଲିକ- ବିଜେପି
୧୨୦) ଖଲ୍ଲିକୋଟ- ପୂଣ୍ଣଚନ୍ଦ୍ର ସେଠୀ-ବିଜେପି
୧୨୧)ଆସିକା- ସରୋଜ କୁମାର ପାଢ଼ୀ- ବିଜେପି
୧୨୨) ସୋରଡ଼ା- ନୀଳମଣୀ ବିଶୋଇ – ବିଜେପି
୧୨୩) ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା-କଂଗ୍ରେସ
୧୨୪) ହିଞ୍ଜିଲି- ନବୀନ ପଟ୍ଟନାୟକ-ବିଜେଡି
୧୨୫) ଛତ୍ରପୁର- କୃଷ୍ଣ ଚନ୍ଦ୍ର ନାୟକ-ବିଜେପି
୧୨୬) ଗୋପାଳପୁର- ବିଭୁତି ଭୁଷଣ ଜେନା-ବିଜେପି
୧୨୭)ବ୍ରହ୍ମପୁର- କେ. ଅନୀଲ କୁମାର – ବିଜେପି
୧୨୮)ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
୧୨୯)ଚିକିଟି- ମେନାରଞ୍ଜନ ଦ୍ୟାନ୍ ସାମନ୍ତରା- ବିଜେପି
୧୩୦) ମୋହନା- ଦାଶରଥୀ ଗମାଙ୍ଗ- କଂଗ୍ରେସ
୧୩୧) ପାରଳାଖେମୁଣ୍ଡି- ରୂପେଶ କୁମାର ପାଣିଗ୍ରାହୀ- ବିଜେଡି
୧୩୨)ଗୁଣୁପୁର- ସତ୍ୟଜିତ୍ ଗମାଙ୍ଗୋ-କଂଗ୍ରେସ
୧୩୩) ବିଷମକଟକ- ନୀଳମାଧବ ହିକକା-କଂଗ୍ରେସ
୧୩୪)ରାୟଗଡ଼ା-କଡ଼ରକା ଆପଲାଂ ସ୍ୱାମୀ-କଂଗ୍ରେସ
୧୩୫) ଲକ୍ଷ୍ମୀପୁର- ପବିତ୍ର ସଉଁନ୍ତ- କଂଗ୍ରେସ
୧୩୬) କୋରାପୁଟ- ରଘୁରାମ ମାଛ- ବିଜେପି
୧୩୭) ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ- କଂଗ୍ରେସ
୧୩୮) ଜୟପୁର – ତାରାପ୍ରସାଦ ବାହୀନୀପତି-କଂଗ୍ରେସ