SunstarTV
ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ବିଜେପିର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥି ସହିତ ବିଜେପିର ଦ୍ବିତୀୟ ଷ୍ଟାର କ୍ୟାମ୍ପେନର ତାଲିକାରେ ଜେପି ନଡା, ଅମିତ ଶାହା, ଯୋଗୀ ଆଦିତ୍ୟନାଥ, ନୀତିନ ଗଡକାରୀ, ସ୍ମିତି ଇରାନୀ, ଭୂପେନ୍ଦ୍ର ଯାଦବ,ମୋହନ ଯାଦବ , ରାଜନାଥ ସିଂ,ଅଶ୍ବିନୀ ବୈଷ୍ଣବଙ୍କ ନାମ ଟପରେ ରହିଛି । ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା…
ତେବେ କିଛି ଦିନ ତଳେ ବିଜେଡି ତାର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଥିଲା।