ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦେଶକୁ କୂଟନୀତିରେ ମିଳିଲା ବଡ ସଫଳତା। କାତରରେ ଭାରତୀୟ ନୌସେନାଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲାଗିଛି। ୨୦୨୩ ଅକ୍ଟୋବର ମାସରେ ମିଳିଥିଲା ଏଈ ଦଣ୍ଡାଦେଶ। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଟଳିଲା ମୃତ୍ୟୁ ଦଣ୍ଡ। ଏହି ଘୋଷଣା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଓ ନୌସେନା ବିଭାଗ ପାଇଁ ଏକ ବଡ ସଫଳତା।