ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : 5T ସଚିବ ଭି କେ ପାଣ୍ଡିଆନଙ୍କୁ VRS । VRS ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଞ୍ଜୁର ହୋଇଛି ବୋଲି ସ୍ପଷ୍ଟ କଲେ । ପାଣ୍ଡିଆନଙ୍କ VRS ମଞ୍ଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ। ଏନେଇ GA ବିଭାଗ ACS ଙ୍କୁ ଚିଠି ଲେଖିଲେ କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ଅନୁସଚିବ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ଏହା ମଞ୍ଜୁର ହୋଇଥିବା ଜଣାଇଛନ୍ତି ।