ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ପ୍ରସଙ୍ଗ | ୩୮୩ ବର୍ଗ ସ୍ଥାନ ପରେ ଅଧିକ ଜାଗା ପାଇଁ ବିଏମସିକୁ ଦେବେ ତାଙ୍କ | ଏଥିପାଇଁ ୬ଟି ପ୍ରିମିୟମ କରାଯାଇଛି | ୬ମାସ ମଧ୍ୟରେ ପ୍ରିମିୟମ ଟଙ୍କା ଦେଇପାରିବେ ବସ୍ତିବାସିନ୍ଦା | ବିଏମସି ପକ୍ଷରୁ ଦିଆଯାଇଥିବା ପଟ୍ଟା ଠକ ଅଛି | ଏହାକୁ ଫେରେଇବା ପାଇଁ କୌଣସି ନିଷ୍ପତି ହୋଇନାହିଁ |
ପ୍ରଥମ ପର୍ଯ୍ୟାୟ ରେ ୫୧୦୦୦ ପଟ୍ଟା ଦିଆଯାଇଥିବା ବେଳେ ଅକ୍ଟୋବରରେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ | ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି | ଜମି ପଟ୍ଟା ଦେଖାଇ ବ୍ୟାଙ୍କ ରୁ ରୂଣ ନେଇପାରିବେ ଓ ଘର ତିଆରି କରିପାରିବେ | କିନ୍ତୁ ଜାଗା ବିକ୍ରି କରିପାରିବେ ନାହିଁ |