ସନଷ୍ଟାର ଟିଭି ବ୍ୟୁରୋ
ସଫଳ ହୋଇଛି ଭାରତ , ସଫଳ ହୋଇଛି ଇସ୍ରୋ | ବିଶ୍ଵମାନଚିତ୍ରରେ ଭାରତ ରଚିଲା ଇତିହାସ |ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି ବିକ୍ରମ ଲ୍ୟାଂଡର | ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମୁଦାୟ ୪୦ ଦିନ ଲାଗିଛି। ଏହି ୪୦ ଦିନ ପାଇଁ ଇସ୍ରୋ କରିଛି ଅନେକ ପରିଶ୍ରମ। ଚନ୍ଦ୍ରଯାନ-୨ର ଆଂଶିକ ବିଫଳତାରୁ ଶିକ୍ଷା ଲାଭ କରି ଇସ୍ରୋ ଚନ୍ଦ୍ରଯାନ-୩ ତିଆରି କରିଥିଲା। ଆଉ ସେଥିପାଇଁ ବିକ୍ରମ ଲ୍ୟାଣ୍ଡରକୁ ଆଡ୍ଭାନ୍ସ୍ଡ କରିବା ସହ ଏଥର ରୋଭର ପ୍ରଜ୍ଞାକୁ ମଧ୍ୟ ପଠାଇଛି ଇସ୍ରୋ।