ସନଷ୍ଟାର ଟିଭି ବ୍ୟୁରୋ
-
୧୬୫୯: ମୋଗଲ ଶାସକ ଔରଙ୍ଗଜେବଙ୍କ ଦିଲ୍ଲୀ ସିଂହାସନ ଅକ୍ତିଆର
-
୧୭୫୨: ବିଦ୍ୟୁତ୍ ଶକ୍ତିର ଏକ ଉତ୍ସ ବୋଲି ଦେଖାଇବାକୁ ଗୁଡ଼ି ଉଡ଼ାଇଥିଲେ ବେଞ୍ଜାମିନ ଫ୍ରାଙ୍କଲିନ
-
୧୮୭୯: ଟ୍ରେଡ଼ ୟୁନିୟନ ଆନ୍ଦୋଳନର ଜନକ ନାରାୟଣ ମଲହାର ଯୋଶୀଙ୍କ ଜନ୍ମ
-
୧୮୯୬: ଭାରତର ବିଭାଜନ ପରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗର ପ୍ରତିଷ୍ଠ କରିଥିବା ମହମ୍ମଦ ଇସମାଇଲଙ୍କ ଜନ୍ମ
-
୧୯୦୬: ଆରଏସଏସ ର ଦ୍ଵିତୀୟ ସରସଂଘଚାଳକ ମାଧବରାଓ ସଦାଶିବରାଓ ଙ୍କ ପରଲୋକ
-
୧୯୧୫: ଜେନମାର୍କରେ ମହିଳାଙ୍କୁ ମିଳିଲା ଭୋଟଦାନର ଅଧିକାର
-
୧୯୪୨: ବୁଲାଗେରିଆ , ହଙ୍ଗରୀ, ରୋମାନିଆ ଉପରେ ଆମେରିକାର ଯୁଦ୍ଧ ଘୋଷଣା
-
୧୯୬୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ
-
୧୯୯୧: ବିଶିଷ୍ଟ ଭାରତୀୟ ଟେନିସ ଖେଳାଳି ରମେଶ କିଷ୍ଣ୍ଣନଙ୍କ ଜନ୍ମ
-
୧୯୯୦: ସୋଭିଏତ ସଂଘର ଶେଷ ଇଷ୍ଟ୍ରପତି ମିଖାଇଲ ଙ୍କୁ ନୋବେଲ ଶାନ୍ତି ପୁରସ୍କାର