ସନଷ୍ଟାର ଟିଭି ବ୍ୟୁରୋ
-
ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ
-
୨୪ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨ କୋଟି ଟଙ୍କା
-
ଏହି ଅର୍ଥରେ ଅଞ୍ଚଳରେ ଥିବା ବନ୍ଧବାଡର ସୁଦୃଢୀକରଣ କରାଯିବ
-
ଏହା ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ, ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ
-
ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ
-
ଆହୁରି ମଧ୍ୟ ଲୋକମାନଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇ ଦିଆଯିବ
-
5 ଟି ସଚିବ ଭି କେ ପାଣ୍ଡିଆନ ଙ୍କ ଗ୍ରସ୍ତ ପରେ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଏ ବଡ ନିଷ୍ପତି