ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଆସନ୍ତାକାଲି ଠୁ ମାଟ୍ରିକ ପରୀକ୍ଷା, କାଲି ଠୁ ମାଟ୍ରିକ୍ ସମେଟିଭ୍- ୨ ପରୀକ୍ଷା, ଚଳିତ ବର୍ଷ ରାଜ୍ୟର ୩୨୧୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨ ଶହ ୪୭ ଜଣ ଛାତ୍ରଛାତ୍ରୀ । ପରୀକ୍ଷା ପରିଚାଳନା ନେଇ ପ୍ରତିକ୍ରିୟା ରଖିଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ସକାଳ ୮ ଟାରୁ ଆରମ୍ଭ ହେବ ପରୀକ୍ଷା । ଖରାକୁ ଦୃଷ୍ଟିରେ ରଖି ଗୋଟିଏ ସିଟିଂ ରେ ପରୀକ୍ଷା ସମୟ ନିର୍ଘଣ୍ଟ ହୋଇଛି । କପି ରୋକିବେ ୭୪ ସ୍କ୍ୱାର୍ଡ, ବୋର୍ଡ ପକ୍ଷରୁ ୩୬ ସ୍କ୍ୱାର୍ଡ ବୁଲିବେ । କପି ରୋକିବା ଦିଗରେ ରହିଛି ଫୋକସ । ମାର୍ଚ୍ଚ ୧୦ ରୁ ୨୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।