ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ ; ସଂସଦରେ ଉପସ୍ଥାପନ ହେଲା ବଜେଟ୍ ୨୦୨୩-୨୪, ବଜେଟ୍ ଉପସ୍ଥାପନ କରିଲେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ଏଥର ବଜେଟ ରେ ୧୦ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
-
ଆୟକର ଛାଡ ସୀମା ଅଢେଇ ଲକ୍ଷରର ୩ ଲକ୍ଷକୁ କରାଯାଇଛି ବୃଦ୍ଧି ।
-
ଦେଶରେ ପ୍ରତିଷ୍ଠା ହେବ ୧୫୭ ନର୍ସିଂ କଲେଜ ।
-
ପ୍ରାକୃତିକ ଚାଷ ପ୍ରଶିକ୍ଷଣ ପାଇଁ ୧୦ ହଜାର ବାୟୋ ଇନଫର୍ମ ସେଣ୍ଟର ପ୍ରତିଷ୍ଠା ହେବ ।
-
ଶସ୍ତା ହେବ ଇଲେକ୍ଟ୍ରିକ ଗାଡି, ସ୍ୱଦେଶୀ ମୋବାଇଲ, ଖେଳଣା ଓ ସାଇକେଲ
-
ମହଙ୍ଗା ହେବ ସ୍ୱଦେଶୀ କିଚେନ ଚିମିନି, ସୁନା, ରୂପା, ପ୍ଲାଟିନମ୍
-
ଗରିବ କଏଦୀଙ୍କୁ ଜାମିନ ପାଇଁ ସହାୟାତା ଦେବ କେନ୍ଦ୍ର
-
୫ଜି ବିକାଶ ପାଇଁ ୧୦୦ ରିସର୍ଚ୍ଚ ଲ୍ୟାବ ପ୍ରତିଷ୍ଠା ହେବ
-
ପରିଚୟ ପାଇଁ ପ୍ୟାନ କାର୍ଡ ବ୍ୟବହାର ହୋଇପାରିବ
-
୪୭ ଲକ୍ଷ ଯୁବକଙ୍କୁ ୩ ବର୍ଷ ଯାଏଁ ମିଳିବ ଭତ୍ତା
-
ଗାଡିର ସ୍କ୍ରାପିଂ ପାଇଁ ଅଧିକ ପୁଞ୍ଜି ଆବଣ୍ଟନ ହେବ