ସନଷ୍ଟାର ଟିଭି ବ୍ୟୁରୋ
୧୨ ଘଣ୍ଟାରେ ଲଘୁଚାପ
କାଲି ଅବପାତ ର ରୂପ ନେବ ବର୍ଷା
ଆଗାମୀ ୧୨ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ
ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ଆହୁରି ଘନୀଭୂତ ହେବ
ଆସନ୍ତା କାଲି ଡିପ୍ରେସନ ସମ୍ଭାବନା
ଆଜି ଉପକୂଳ ଓ ଆସନ୍ତାକାଲି ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷିବ
ପଛକୁ ପଛ ଆଉ ୨ ଟି ଲଘୁଚାପ ସମ୍ଭାବନା
୧୮ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ