ସନଷ୍ଟାର ଟିଭି ବ୍ୟୁରୋ
-
ହିନ୍ଦି ସିନେମାର ପ୍ରସିଦ୍ଧ ଅଭିନେତା ମିଥିଳେଶ ଚର୍ତୁବେଦୀଙ୍କ ଦେହାନ୍ତ
-
ଆରପାରିରେ “ଗଦର” ଚଳଚିତ୍ରର ଅଭିନେତା ମିଥିଳେଶ ଚର୍ତୁବେଦୀ
-
ବହୁଦିନ ହେବ ହୃଦୟ ରୋଗରେ ପୀଡିତ ଥିଲେ ମିଥିଳେଶ
-
ମିଥିଳେଶଙ୍କ ଜ୍ୱାଇଁ ଏବଂ ଫିଲ୍ମ ନିର୍ମାତା ହଂସଲ ମେହତା ଏହି ଖବର ସୋସିଆଲ ମିଡିଆରେ ଜଣାଇଛନ୍ତି
-
ମିଥିଳେଶଙ୍କ ଜ୍ୱାଇଁ ଆଶିଷ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ସେୟାର କରିଛନ୍ତି