ସନଷ୍ଟାର ଟିଭି ବ୍ୟୁରୋ
-
CBI ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର
-
ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଓ ଅଫିସରେ CBI ରେଡ୍
-
କଟକସ୍ଥିତ OSL ଅଫିସ୍ରେ ସିବିଆଇ ରେଡ୍
-
ପାରାଦୀପ ର କିଛି ସ୍ଥାନରେ ମଧ୍ୟ ଜାରି ରହିଛି ରେଡ୍
-
କଟକ ଓଡିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ଚଢାଉ
-
ପାରାଦୀପ ବଡପଡିଆ ସ୍ଥିତ OSL ଅଫିସ୍ରେ ମଧ୍ୟ ରେଡ୍
-
ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀଙ୍କୁ ମଧ୍ୟ CBI ର ଜେରା
-
ପଦସ୍ଥ ଅଧିକାରୀଙ୍କ ସହ ଠିକାଦାରଙ୍କୁ ମଧ୍ୟ ଜେରା