ସନଷ୍ଟାର ଟିଭି ବ୍ୟୁରୋ
- ଆଲ୍ କାଏଦା ମୁଖ୍ୟ ନିପାତ
- ଆଲ୍ କାଏଦା ର ମୁଖ୍ୟ ଅୟମାନ ଅଲ୍ ଜୱାହିରି ମୃତ
- ଆମେରିକୀୟ ସୈନ୍ୟଙ୍କ ଡ୍ରୋନ ଆକ୍ରମଣରେ ଜୱାହିରି ମୃତ
- ଆଫଗାନିସ୍ତାନର କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣ
- ଜୁଲାଇ ୩୧ ରାତିରେ ଜୱାହିରି ନିଜ ଘର ଉପରେ ବୁଲୁଥିଲା
- ଆମେରିକା ପକ୍ଷରୁ ୨ ଟି ହେଲ୍ଫାୟାର ମିଶାଇଲ୍ ମାଡ କରାଯାଇଥିଲା
- ୨୦୧୧ ରେ ଓସାମା ବିନ୍ ଲାଡେନ ର ମୃତ୍ୟୁ ପରେ ଅଲ କାଏଦାର ମୁଖ୍ୟ ହୋଇଥିଲେ ଜୱାହିରି