ସନଷ୍ଟାର ଟିଭି ବ୍ୟୁରୋ
-
ଓଡିଶାର ପଲିଟେକନିକ୍ସ କଲେଜ ଗୁଡ଼ିକର ଡିପ୍ଲୋମା ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ମାନ ବୃଦ୍ଧି ପାଇଁ ରାଙ୍କିଙ୍ଗ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
-
ଏପର୍ଯ୍ୟନ୍ତ ରାଜ୍ୟସ୍ତରରେ ରାଙ୍କିଙ୍ଗ ପ୍ରଦାନର ବ୍ୟବସ୍ଥା ନଥିଲା। ଭାରତ ସରକାରଙ୍କ Quality Council of Indiaର ସହଯୋଗରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ରାଙ୍କିଙ୍ଗ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ,ମାଇଲ ଖୁଣ୍ଟ ହେବ।
-
ଏକାଧିକ ମୂଲ୍ୟାୟନ ପଦ୍ଧତି ଅବଲମ୍ୱନ କରାଯାଇ ରାଜ୍ୟର ସମସ୍ତ ୧୦୨ ପଲିଟେକନିକ୍ସ କଲେଜ ଗୁଡିକର ରାଙ୍କିଙ୍ଗ ସ୍ଥିର ହୋଇଛି।
-
ରାଙ୍କିଙ୍ଗ ବ୍ୟବସ୍ଥା ପଲିଟେକନିକ୍ସ କଲେଜ ଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ବାତବରଣ ସୃଷ୍ଟି କରିବ।