<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <h4><strong>ରିପୋର୍ଟ:</strong>ଆଇ ଏଲଏସ ନିର୍ଦ୍ଦେଶକ ପରଲୋକ। ଗୌହାଟୀର ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ହୃଦଘାତରେ ଆଖିବୁଜିଲେ ଆଇ ଏଲଏସ ନିର୍ଦ୍ଦେଶକ ଡା ଅଜୟକୁମାର ପରିଡା।</h4>