ସନଷ୍ଟାର ଟିଭି ବ୍ୟୁରୋ

କଟକ: କଟକରେ କୋଭିଡ ଆତଙ୍କ । ପୁଣି ଥରେ କଟକ ଏବଂ ରାଜଧାନୀ ଭୁବନେଶ୍ୱର କୋଭିଡର ଭୟାଭୟ ବଢିବାର ଲାଗିଛି । ଏହି କିଛି ଦିନ ହେବ ସହରର ବିଭିନ୍ନ୍ ସ୍ଥାନରେ କୋଭିଡର ଏକ ନୂଆ ଭ୍ୟାରିଏଣ୍ଟ ବିଏ.୨.୭୫ ଦେଖ।।ଦଇଛି ।ତେବେ ଆଜି କଟକରେ ୩୪ଟି ନୂଆ କୋଭିଡ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସୁସ୍ଥ ହୋଇ୍ଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱଟି କରି ସୂଚନା ଦଆଯାଇଛି । ଏହା ସହ ଜନଗହଳି ପୁର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ମଧ୍ୟ ବଧ୍ୟତାମୂଳକ କରାଯାଇଛି।
ସୂଚନାମୁତାବକ, କୋଭିଡ ନୂଆ ଭ୍ୟାରିଏଣ୍ଟ ବିଏ.୨.୭୫ ଭାରତ ସମେତ ଅନ୍ୟ ଦେଶ ଗୁଡିକରେ ମଧ୍ୟ ତ୍ରୀବ୍ର ଗତିରେ ବ୍ୟାପିବାରେ ଲାଗିଛି ।ତେବେ ଏହା କେତେ ଭୟଙ୍କର ହେବ । ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।(ରିପୋର୍ଟ: ସୋନାଲି)