ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଆଗକୁ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ ଦିଲ୍ଲୀ ଯାଇଛନ୍ତି। ତେବେ ଆଜି ଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ। ଏହା ସହିତ ସେ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଆଗାମୀ ନିର୍ବାଚନ ପାଇଁ ଦୌପ୍ରଦୀ ମୁର୍ମୁଙ୍କ ନାମ ବହୁତ ଆଲୋଚନା ହେଉଛତ। ଏହା ସହିତ ତାଙ୍କୁ ବହୁତ ଜନ ସମର୍ଥନ ମଧ୍ୟ ମିଳୁଛି।