<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <img class="size-medium wp-image-33502 aligncenter" src="https://sunstartv.com/odia/wp-content/uploads/2022/06/91782506-6737-4100-abe3-8694156eb7b9-236x300.jpg" alt="" width="236" height="300" /> <img class="size-medium wp-image-33504 aligncenter" src="https://sunstartv.com/odia/wp-content/uploads/2022/06/5a8d6998-c671-408f-845e-3e38b5fd42a2-233x300.jpg" alt="" width="233" height="300" /> <img class="size-medium wp-image-33505 aligncenter" src="https://sunstartv.com/odia/wp-content/uploads/2022/06/004c371b-ad9c-479b-b5ba-343543595b51-220x300.jpg" alt="" width="220" height="300" /> <h4><strong> ଭୁବନେଶ୍ବର:</strong> ଆଇଏସ ସ୍ତରରେ ବଡଧରଣ ଅଦଳବଦଳ। ବଦଳିଳେ କନ୍ଧମାଳ, ଦେବଗଡ ଜିଲ୍ଲାପାଳ । ପ୍ରେମ ଚୌଧୁରୀ ହେଲେ କୃଷି ନିର୍ଦ୍ଦେଶକ। କେ ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ। ଭୁବନେଶ୍ବର ମହାନଗର ନିଗମ କମିଶନର ହେଲେ କୁଲାଙ୍ଗେ ବିଜୟ ଅମୃତା। ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର ନିଗମ କମିଶନର । ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲ୍ଲାପାଳ। ମଧୁସ୍ମିତା ସାହୁ ହେଲେ ରାଜସ୍ବ ବିଭାଗ ଯୁଗ୍ମ ସଚିବ । ଦିବ୍ୟ ଜୋତି ପରିଡା ହେଲେ ଗଞ୍ଜାମ ଜିଲ୍ଲାପାଳ। ଗାଭାଲି ପରାଗ ହର୍ଷଦ ହେଲେ ସୁନ୍ଦରଗଡ ଜିଲ୍ଲାପାଳ। ବୃନ୍ଦା ଡି ହେଲେ ଓଏସଏମସିଏଲ ର ଏମଡି । ସ୍ବଧା ଦେବ ସିଂ ହେଲେ ରାୟଗଡା ଜିଲ୍ଲାପାଳ। ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ର ଯୁଗ୍ମ ସଚିବ। ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ। ସିଦ୍ଦେଶ୍ବର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲ୍ଲାପାଳ। ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ବର ଜିଲ୍ଲାପାଳ। ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ ଜିଲ୍ଲାପାଳ। ସଂଗ୍ରାମ ମହାପାତ୍ର ହେଲେ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ।</h4>