ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ନୂତନ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ଦାଇତ୍ବ ଗ୍ରହଣ କରିବା ପରେ ଆଜି ସେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ରାଜ୍ୟପାଳ ଭବନରେ ସେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଛନ୍ତି। ତେବେ ଏହା ଆରୁଖଙ୍କର ରାଜ୍ୟପାଳଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଆମେ କହିପାରିବ।।