ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ପୁଣି ଥରେ ପାକିସ୍ତାନରେ ଦେଖାଦେଇଛି ସାମ୍ପ୍ରଦାୟିକତା । ପାକିସ୍ତାନର କରାଚିରେ ଥିବା ହିନ୍ଦୁ ମନ୍ଦିିରକୁ ଭାଙ୍ଗାଯାଉଛି । ମନ୍ଦିରକୁ ଭାଙ୍ଗିବା ସହ ପୂଜାରୀକୁ ମଧ୍ୟ ମାଡ ମାରିଥିବା ସୂଚନା ମିଳିଛି । ମନ୍ଦିରକୁ ଭାଙ୍ଗିବା ପାଈଁ ୬ ରୁ ୮ ଜଣ ଦୃବୁତ୍ତ୍ ଆସିଥିଲେ । ହେଲେ ଏ ପର୍ଯ୍ୟନ୍ତ ସେଠାକାର ପୋଲିସ ଏହି ମାମଲା କାହାରିକୁ ଗିରଫ କରିନାହାଁନ୍ତି ।ତେବେ ପାକିସ୍ତାନରେ ଏଭଳି ଘଟଣା ଘଟବା ପ୍ରଥମ ନୁହେଁ ।ଏହା ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ଗଣେଶଙ୍କ ମନ୍ଦିର ଭଙ୍ଗାଯାଇଥିଲା । ଏଭଳି ଭାବେ ବାରମ୍ବାର ହିନ୍ଦୁ ମନ୍ଦିରକୁ ଭାଙ୍ଗିବାକୁ ପ୍ରୟାସ କରୁଥିବା ପାକିସ୍ତାନର ଅସଲ ଚେହେରା ଏବେ ପଦାରେ ପଡିଛି ।(ରିପୋର୍ଟ:ସୋନାଲି)