<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <h4><strong> ଭୁବନେଶ୍ବର:</strong> ନିଜ ପଦ ରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର। ତେବେ ଏବେ ଯାହା ସୂଚନା ମିଳୁଛି ଖୁବ ଶୀଘ୍ର ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ ହୋଇପାରେ। ତେବେ ବାଚସ୍ପତିଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଉପବାଚସ୍ପତି।</h4>