ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ। ଜୁଲାଇ ୪ ରୁ ପରୀକ୍ଷା ଆରମ୍ଭ ହୋଇଛି। ଯାହାକି ଜୁଲାଇ ୮ ଯାଏଁ ପରୀକ୍ଷା ହେବ। ତିନୋଟି ସିପ୍ଟ ରେ ହେବ ପରୀକ୍ଷା। ସକାଳ ୯ ଟାରୁ ୧୧ ଟା ପରେ ୧୨.୩୦ ରୁ ୨.୩୦ ଏବଂ ୪ ଟାରୁ ୬ଟା ଯାଏଁ ପରୀକ୍ଷା ହେବ। ତେବେ ୪ ତାରିଖ, ୫ତାରିଖ, ୬ତାରିଖରେ ଏବଂ ୮ ତାରିଖ ରେ ପରୀକ୍ଷା ହେବ।