ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ କରିଛି। ପୁଣି ଥରେ ରାଜ୍ୟ ସଭାକୁ ଯିବେ ସସ୍ମିତ ପାତ୍ର। ଏହା ସହ ମାନସ ମଙ୍ଗରାଜ, ସୁଲତା ଦେଓ , ନିରଞ୍ଜନ ବିଶି ଙ୍କ ନାମ ତାଲିକାରେ ସାମିଲ । ୪ଟି ରାଜ୍ୟ ସଭା ଆସନ ପାଇଁ ବିଜେଡି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।