ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ତ୍ରିପୁରର ମୁଖ୍ୟମନ୍ତ୍ରୀ ଭାବେ ମାନିକ ଶାହା ଦାଇତ୍ବ ନେଇଛନ୍ତି। କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଆଜି ତାଙ୍କୁ ଭେଟିଛନ୍ତି। ତେବେ କିଛି ଦିନ ତଳେ ତ୍ରିପୁରର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମାନିକ ଶାହାଙ୍କୁ ବହୁମତକ୍ରମେ ତ୍ରିପୁରର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା।