ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର; ବ୍ରହ୍ମପୁର ମା’ ତାରାତାରିଣୀ ପୀଠରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ନୂଆ ରୂପରେ ସଜେଇ ହୋଇଛି ତାରାତାରିଣୀ ପୀଠ ନୂଆ ସ୍ନାନ ମଣ୍ଡପ, ନୂଆ ଦୀପ ଘର, ପ୍ରଶାସନିକ ଭବନ ନିର୍ମାଣ ହୋଇଛି, ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରତ୍ନଗିରି ପର୍ବତ, ଅପୂର୍ବ ଶୋଭା ମଣ୍ଡନରେ ଆକର୍ଷିତ ହୋଇ ଟାଣି ହୋଇଆସୁଛନ୍ତି ହଜାର ହଜାର ଭକ୍ତ, ବିଶାଳ ଜନ ସମାବେଶ ହୋଇଛି, ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି
