ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ସମ୍ପତ୍ତି ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢ଼ାଉ କରିଛି। ପ୍ରାୟ ୭ଟଇ ସ୍ଥାନରେ ଚଢ଼ାଉ ଜାରି ରହିଛି।
ସାତଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି ବୋଲି ଚ୍ୟାନେଲ କହିଛି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ପରିସରରେ ସିବିଆଇର ଅନୁସନ୍ଧାନ ତାଙ୍କ ପୁଅ କାର୍ତ୍ତିଙ୍କ ସହ ଜଡିତ।