ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ହାତକୁ ନେଇଛନ୍ତି । ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଭାବରେ ଏକ ସଫଳ ଯାତ୍ରା କରିଛନ୍ତି । ଓଡିଶା ରେ ନବୀନ ସରକାର ଏହି କିଛି ଦିନ ଭିତରେ ୫ଟି ଜାରି କରି ପ୍ରାୟତଃ ଓଡିଶାରେ ରହିଥିବା ମନ୍ଦିର ଗୁଡିକର ପୁନଃ ନିର୍ମାଣ କରୁଛନ୍ତି । ତେବେ ସୂଚନାମୁତାବକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ତା୧୮,ମଇ,୨୦୨୨ ରେ ଗଞ୍ଜାମ ଜିଲ୍ଲାରେ ମା ତାରାତାରିଣିଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି ।(ରିପୋର୍ଟ:ସୋନାଲି)