ସନଷ୍ଟାର ଟିଭି ବ୍ୟୁରୋ

କୋରାପୁଟ ; ସେମିଳିଗୁଡା ପୋଲିସ ପେଟ୍ରୋଲିଂଗ କିରୁଥିବା ବେଳେ ବିହାରକୁ ଚୋରା 266 kg 100 gm ଗଂଜେଇ ଚାଲାଣ କରିବା ବେଳେ ଗଂଜେଇ ସହ ମେକସ ପିକଅପ ଗାଡି , ବ୍ଲୁ ବ୍ଲାକ ଗ୍ଲାମର ବାଇକ ସହ ୧୧ ହଜାର ଟଙ୍କା ଜବତ ୪ ଜଣ ଗିରଫ। ୨ଜଣ ନନ୍ଦପୁର ର ୨ ଜଣ ବିହାର ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନନ୍ଦପୁର ରୁ ସେମିଳିଗୁଡା ଦେଇ ବିହାରକୁ ଚାଲାଣ କରୁଥୁବା ବେଳେ ପୋଲିସ ଧରିବାରେ ସଫଳ ହୋଇଛି ।
ରିପୋର୍ଟ – ବେଂକଟେସ ରାଓ