ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ।ନୂଆ କୁଳପତି ଭାବେ ନିଯୁକ୍ତି ହେଲେ ଗୀତାଞ୍ଜଳି ଦାସ। ତେବେ ୪ ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିବ । ଗୀତାଞ୍ଜଳି ଦାସଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ ଗଣେଣୀ ଲାଲ। ତେବେ ଏହା ପୂର୍ବରୁ ଗୋବିନ୍ଦ ଚକ୍ରପାଣି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାଇତ୍ବ ଲିଭାଉ ଥିଲେ।