ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ରବିବାର ରାତିରେ ସୋସିଆଲ ମିଡିଆରେ ଏକ ଘରେ ରନ୍ଧା ଖାଦ୍ୟର ଚିତ୍ର ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ତାଙ୍କ ଭୋଜନର ଫଟୋ ଦେଇଛନ୍ତି ଆଉ ଲେଖିଛନ୍ତି ଶକ୍ତ କରି, ଶକ୍ତ ଇକୋନିମି , ଆଉ ଶକ୍ତ ଭବିଷ୍ୟତ। ତେବେ ଏହିଥିରେ ବାଇଗଣ ଏବଂ ସହିତ ଚିକେନ୍ କୁରମା ସେ ଅଂଶୀଦାର କରିଛନ୍ତି।
ତେବେ ମୋରିସନଙ୍କ ଏହି ଖାଇବା ଦେଖିବା ପରେ ବହୁ ପ୍ରଶଂସକ ମାନେ ଟ୍ବିଟ କରିଛନ୍ତି। ଏହା ପୋଷ୍ଟ କରିବା ପରେ ୨୦ ହଜାର ରୁ ଉର୍ଦ୍ଧ ଲାଇକ ମିଳିଥିବା ବେଳେ ଏହାକୁ ବହୁତ ଲୋକ ପ୍ରଶଂସା କରିଛନ୍ତି।