ସନଷ୍ଟାର ବ୍ୟୁରୋ
ମହାରାଷ୍ଟ୍ର; ବାପା, ମାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଇବାକୁ ୮ ବର୍ଷୀୟ ଝିଅ ପଢିଲେ ହନୁମାନ ଚାଳିଶା ।ଗତ ଶନିବାର ଦିନ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ନାରାୟଣଙ୍କ ଗିରଫ କରିଥିଲା ପୋଲିସ । ଉଦ୍ଧବଠାକେରଙ୍କ ବାସଭବନ ମୋଟାଶ୍ରୀ ର ବାହାରେ ହନୁମାନ ଚାଳିସା ଜପ କରିବା ନେଇ ଘୋଷଣା କରିବା ପରେ ବିଧାୟକ ରବି ନାରାୟଣ ଓ ସଂସଦ ନବନୀତ ରାଣାଙ୍କୁ ଗିରଫ କରାଯାଇଥିଲା । ଝିଅ ଆରେହି ରାଣା ତାଙ୍କ ବାପା, ମା ଶୀଘ୍ର ଜେଲରୁ ମୁକ୍ତ ହୁଅନ୍ତୁ ବୋଲି ଠାକୁରଙ୍କ ପାଖରେ ହନୁମାନ ଚାଳିଶା ପାଠ କରିଛନ୍ତି ।ତେବେ ଆସନ୍ତା ଏପ୍ରିଲ୨୯ ତାରିଖରେ ଏନେଇ ଜାମିନ ଶୁଣାଣି ହେବ
