ସନଷ୍ଟାର ଟିଭି ବ୍ୟୁରୋ
ନ୍ୟୁୟର୍କ ; ଜଣେ ଯୁବତୀ ତେରେ ନାଲ୍ ନାଚନା ଗୀତରେ ନ୍ୟୁୟର୍କର ଟାଇମ୍ ସ୍କୋୟାରରେ ନୃତ୍ୟ କରିଥିଲେ । ଏପ୍ରିଲ ୧ ରେ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଏହି ଭିଡିଓକୁ ୨.୨ ମିଲିୟନରୁ ଅଧିକ ଲୋକେ ପସନ୍ଦ କରିଛନ୍ତି । ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ତେରେ ନାଲ୍ ନାଚନା ଏହି ଗୀତଟି ୨୦୧୮ ଚଳଚ୍ଚିତ୍ର ନବାବଜାଦେ ରୁ ଆସିଛି ।
https://www.instagram.com/reel/Cby60KIr6tm/?utm_source=ig_web_copy_link