ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ; ଆକାଶରେ ପ୍ରାୟତଃ ଧଳା ବା ଲାଲ୍ ଜହ୍ନ ଦେଖାଯାଏ କିନ୍ତୁ ଆସନ୍ତା ୧୬ ତାରିଖରେ ଗୋଲାି ଜହ୍ନ ଦେଖାଯିବା ନେଇ ନାସା କ୍ଷରୁ ସ୍ପଷ୍ଟ କରାଯାଇଛି ।ନାସାର କହିବା ଅନୁସାରେ ଗୋଲାି ଜହ୍ନ ଶୁକ୍ରବାର ଭୋର ସମୟରୁ ଅରମ୍ଭ କରି ଶନିବାର ମଧ୍ୟ ଦେଖାଦେବ । କିଛି ଦେଶରେ ଏହି ଜହ୍ନ ୩ ଦିନ ଧରି ଦେଖାଯିବ ବୋଲି କୁହାଯାଇଛି ।ଆକାଶରେ ଖୁବ୍ କମ୍ ସମୟ ।ଇଁ ଏହା ସମ୍ପୁଣ୍ଣ ଭାବରେ ଦେଖାଦେବ ବୋଲି କହିଛନ୍ତି ନାସାର ମୁଖ୍ୟଳୟର ସାଇନ୍ସ ମିସନ୍ ଡାଇରେକ୍ଟୋରେଟ୍ ୍େରାଗ୍ରାମ ଏକଜିକ୍ୟୁଟିଭ୍ ଗୋର୍ଡନ୍