ସନଷ୍ଟାର ଟିଭି ବ୍ୟୁରୋ
ନୟାଗଡ; ୫ ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ନିର୍ମାଣ ସଚିବ ଆଜି ନୟାଗଡ ଜିଲ୍ଲାର କଣ୍ଟିଲୋ ପରିଦର୍ଶନ କରି ନୀଳମାଧମ ମନ୍ଦିର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ,ଠାକୁରଙ୍କ ଦର୍ଶନ ସାରି ଅଧିକାରୀ ମାନେ ଚାଲିଥିବା ବିକାଶ କାର୍ଯ୍ୟର ସ୍ଥିତି ସମୀଷା ସମେତ ଜିଲ୍ଲା ଅଧିକାରିଙ୍କ ସହ ବିଭନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ, ଏବଂ ଏହି ଆଲୋଚନା ସମୟରେ କଲେକ୍ଟର IAS ପୋମୋ ଟୁଡୁ, SDPO ପ୍ରଭାତ କୁମାର ମଲ୍ଲିକ,ବିଡିଓ,ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ପୂଜକ ଏବଂ ସେବାୟତଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଶହସ୍ର ବର୍ଷ ପୁରୁଣା ମନ୍ଦିରର ବିକାଶ ପାଇଁ କି ପଦଷେପି ନେବାକୁ ପଡିବ ସେ ନେଇ ପଚାରି ବୁଝିଥିଲେ
