ସନଷ୍ଟାର ଟିଭି ବ୍ୟୁରୋ

OSSC ଅଧ୍ୟକ୍ଷ ହେଲେ ଅଭୟ

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି

ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ମିଳିଲା ନିଯୁକ୍ତି

୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ କରିବେ କାର୍ଯ୍ୟ