ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୪ ତାରିଖ ୨୦୨୨ ରେ ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ ଉଦଘାଟିତ ହେବାକୁ ଯାଉଛି। ସଂଗ୍ରହାଳୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ପ୍ରଦର୍ଶିତ ହେବ ଏବଂ ଏଥିରେ ନେହେରୁ ସଂଗ୍ରହାଳୟ ବିଲ୍ଡିଂ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୀବନି ଆଉ ଦେଶ ପାଇଁ ସେ ତାଙ୍କ ଜୀବନ କୁ କିପରି ଉତ୍ସର୍ଗୀକୃତ କରିଛନ୍ତି ତାହା ଉପରେ ରହିଛି। ଏହି ପ୍ରୋଜେକ୍ଟ ୨୦୧୮ ରେ ଗୃହୀତ ହୋଇଥିଲା। ଏବଂ ୨୦୨୦ ଭିତରେ ସାରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏହା ବିଳମ୍ବ ହୋଇଥିଲା।