ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ୠଷର ସୈନ୍ୟବାହିନୀ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ବେଳେ ତାଙ୍କର ଏହି ନିର୍ମମତାର ଶୀକାର ହେଉଛନ୍ତି ୟୁକ୍ରେନର ସହରବାସୀ। କେବଳ ସେତିକି ନୁହେଁ ୠଷର ସୈନିକ ମାନେ ସହରବାଙ୍କୁ ବଳତ୍କାର ମଧ୍ୟକ କରୁଛନ୍ତି। ଇଭାଙ୍କିଭ୍ ଡେପୁଟି ମେୟର ମେରିନା ବେସ୍କାଷ୍ଟନାଙ୍କ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ୧୫ ରୁ ୧୬ ବର୍ଷ ବୟସ୍କ ଦୁଇ ଭଉଣୀ ୠଷର ସୈନିକମାନଙ୍କ ଦ୍ୱାରା ବଳାତ୍କାରର ଶୀକାର ହୋଇଛନ୍ତି। ମହିଳାମାନଙ୍କୁ ସେମାନଙ୍କର ବେସମେଣ୍ଟରୁ କେଶ ଧରି ଟାଣି ନେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନର ଯୁବକ ଯୁବତୀମାନେ “କମ୍ ଆକର୍ଷଣୀୟ” ଦେଖାଯିବା ପାଇଁ ଏବେ କେଶ କାଟିବା ଆରମ୍ଭ କରି ଦେଲେଣି। ଯେପରି ସେମାନେ ୠଷିଆର ସୈନମାନଙ୍କୁ କମ ଆକର୍ଷଣୀୟ ଦେଖା ଯିବେ ।ଏହାଦ୍ବାରା ସେମାନେ ତାଙ୍କ କବଳରୁ ରକ୍ଷା ମଧ୍ୟ ପାଇ ପାରିବେ।