ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଦେଶର ପଶ୍ଚିମ ଭାଗରେ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସ୍ଥାନକୁ ଧ୍ୱଂସ କରିବା ପାଇଁ ଶୁକ୍ରବାର ଦିନ ୠଷିଆ ପ୍ରଥମ ଥର ପାଇଁ ୟୁକ୍ରେନର ଉପରେ ଏହାର ନୂତନ କିଞ୍ଜାଲ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ୠଷ ପୂର୍ବରୁ ଏପରି କିଛି ବଡ ଅସ୍ତଶନ୍ତ୍ର ବ୍ୟବହାର କରିଥିବା କଥା ଆଗରୁ ସ୍ୱୀକାର କରି ନାହିଁ ଏବଂ ରାଜ୍ୟ ଗଣମାଧ୍ୟମ ଏଜେନ୍ସି ଆରଆଇ ନୋଭୋଷ୍ଟି କହିଛନ୍ତି ଯେ ପାଶ୍ଚାତ୍ୟ ୟୁକ୍ରେନରେ ବିବାଦ ସମୟରେ ଏହା କିଞ୍ଜାଲ ହାଇପରସୋନିକ୍ ଅସ୍ତ୍ରର ପ୍ରଥମ ବ୍ୟବହାର।

ୠଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଞ୍ଜାଲ (ଡଗର) କ୍ଷେପଣାସ୍ତ୍ରକୁ ଏକ ଆଦର୍ଶ ଅସ୍ତ୍ର ବୋଲି କହିଛନ୍ତି ଯାହା ଶବ୍ଦର ବେଗରେ ୧୦ ଗୁଣଶୀଘ୍ର ଗତି କରିଥାଏ।